ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ, ୧୦ ଗୁରୁତର
ମୁମ୍ବାଇ : ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା…
ମୁମ୍ବାଇ : ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା…
ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ…
ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ । ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି । ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ…
ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନରେ ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖିଛନ୍ତି ଶ୍ରୀମନ୍ଦିର ପୁଲିସ। ଗୁମାସ୍ତା ଜଣକ ଫୋନରେ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ପ୍ରତିହାରୀ ନିଯୋଗ ସମ୍ମୁଖରେ ଯାତ୍ରୀଙ୍କ ଫଟୋ ଉଠାଉଥିବା ସୂଚନା ମିଳିଛି। ମନ୍ଦିର…
ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ କମିବାର ନାଁ ଧରୁନାହିଁ। ବିଭିନ୍ନ ଗାଁରେ ଚାଷବାସ ଉଜାଡି ନଷ୍ଟ କରୁଥିବାବେଳେ ସୋମବାର ବିଳମ୍ବିତ ରାତିରେ ମୂଷାନାଳ ସେକ୍ସନ ପାଜିଖମନ ଗାଁରେ ସ୍ୱର୍ଗତ ନାରଣ ମାଝୀଙ୍କ ଘରକୁ ଜଙ୍ଗଲୀ ହାତୀପଲ…
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କମଳୀ ହିକକା(୫୦), ତାଙ୍କ ଜ୍ବାଇଁ ଇଲିଗା…
ଖଲ୍ଲିକୋଟ: ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ଘର ଚୁରମାର ହୋଇଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ହାତଗୋଡ଼ କଟିଯିବା ସହିତ ତାଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କିଇଠଡା ଗ୍ରାମରେ ଏହି…
ଭୁବନେଶ୍ୱର : ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ ।…
ବରଗଡ: ବରଗଡ଼ ଜେଲରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୁଲିସର ଛାନଭିନ ଜାରି ରହିଛି। ମୃତ କଏଦୀ ଜଣକ ଅତାବିରା ଥାନା ଅଞ୍ଚଳ ଜହ୍ନାପଡା ଗାଁର ପ୍ରାୟ…
କଟକ : ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ। ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ । ୭ରୁ ୯ ବାଣ ଫୁଟା କଟକଣାକୁ ଫୁ କରି କରିଦେଲେ ଲୋକେ । ଟ୍ବିନସିଟିରେ ବିଳମ୍ବିତ ରାତି ଯାଏ ଚାଲିଲା ଢୋ ଢା…