ସରକାରୀ ଓ ବିରୋଧୀ ଦଳ ସମସ୍ତେ ସମାନ-ଇସିଆଇ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ରବିବାର କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ,…

୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୧୧ ହଜାର କୋଟି ଟଙ୍କାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦ୍ୱାରକା ଏକ୍ସପ୍ରେସୱେ ଏବଂ ଦିଲ୍ଲୀ ସେକ୍ସନର ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-୨ (UER-୨) ।…

ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ଏନଡିଏ ପ୍ରାର୍ଥୀ କରିପାରେ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେପି…

ଝୁଲିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି: ବାତିଲ୍ ହେଲା ବାଣିଜ୍ୟ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ: ଝୁଲିକି ରହିଛି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି । ଏହାରି ଭିତରେ ନୂଆଦିଲ୍ଲୀରେ ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଷଷ୍ଠ ପର୍ଯ୍ୟାୟ…

ପୁଟିନଙ୍କ ସହ ସାକ୍ଷାତ ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ରୁଷ ପ୍ରତିପକ୍ଷ ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଦିନ ୱାଶିଂଟନ ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ…

ବିଜେପି ନେତା ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ, କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ…

ଜମ୍ମୁ କାଶ୍ମୀରର କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ

ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି ।…

ମହାକାଶରେ ଉଡିଲା ତ୍ରିରଙ୍ଗା, ଦିଲ୍ଲୀରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ : କାଶରେ ଉଡିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ।…

ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସର ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏସବୁ ପର୍ଯ୍ୟବେକ୍ଷକମାନଙ୍କ ନାମକୁ…

ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା

ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ…