ଲଦାଖ ହିଂସାକୁ ନେଇ ଟାର୍ଗେଟରେ ସୋନମ ଓ୍ବାଙ୍ଗଚୁକ, ଆସିଲା ପାକିସ୍ତାନ ଲିଙ୍କ୍ !
ଲଦାଖରେ ଜାରି ହିଂସାକୁ ନେଇ ଟାର୍ଗେଟକୁ ଆସିଛନ୍ତି ସୋନମ ଓ୍ବାଙ୍ଗଚୁକ। ହିଂସା ପାଇଁ ସୋନମଙ୍କ ଓ୍ବାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି ସରକାର। ଅନ୍ୟପଟେ ସିବିଆଇ ସୋନମ ଏବଂ ତାଙ୍କ ସଂସ୍ଥା ବିରୋଧରେ ବିଦେଶରୁ ମିଳିଥିବା ପାଣ୍ଠିର ତଦନ୍ତ ୨ ମାସ ହେବ ଜାରି…