ଧାମରା ଚାନ୍ଦନୀପାଳରେ ହେବ ସି ବିଚ୍: ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଧାମରା ଗସ୍ତ
ଭଦ୍ରକ : ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରାଠାରେ ଥିବା ଚାନ୍ଦନୀପାଳଠାରେ ବିଶାଳ ସମୁଦ୍ର ବେଳା ଭୂମିର ବିକାଶ ହେବ। ଏଠାରେ ସି ବିଚ୍ ନିର୍ମାଣ କରାଯିବ। ଏହାର ସୌନ୍ଦର୍ଯ୍ୟ…
