ଆକାଉଣ୍ଟ ଖାଲି କରିଦେଲେ ସାଇବର୍ ଲୁଟେରା, ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍
ଭୁବନେଶ୍ୱର : ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍ । ହେଲେ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ହଜାରେ କି ଦୁଇ ହଜାର ନୁହେଁ । ପାଖାପାଖି ୨ ଲକ୍ଷ ୯୧ ହଜାର…
ଭୁବନେଶ୍ୱର : ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍ । ହେଲେ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ହଜାରେ କି ଦୁଇ ହଜାର ନୁହେଁ । ପାଖାପାଖି ୨ ଲକ୍ଷ ୯୧ ହଜାର…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣିର ୧୯ତମ ପାଳି ସୋମବାର ଛଅ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଶେଷ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ପୂର୍ବରୁ ହୋଇଥିବା ୧୮ଟି ପାଳିରେ ମୋଟ ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତର ସମାଧାନ କରାଯାଇଛି।ସେ…
ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଚନ୍ଦ୍ରଶେଖରପୁର ପଞ୍ଚାୟତର ସିଲିପୁଞ୍ଜି ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ଏଭଳି ଅଚାନକ ମୃତ୍ୟୁକୁ ନେଇ ପରିବାର ସଦସ୍ୟ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ସୂଚନାନୁସାରେ, ବାଦାମପାହାଡ଼ ଥାନା…
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୋମବାର ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ବହୁଚର୍ଚ୍ଚିତ ଏହି ମାମଲା ପୁଣି…
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ । ପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟିକୁ…
ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ…
ବାଲେଶ୍ଵର: ଶ୍ରାବଣ ସୋମବାରରେ ଅଘଟଣ । ପରିବାର ଲୋକଙ୍କ ଆଗରେ ବୁଡିଗଲେ ନାବାଳିକା । ବାଲେଶ୍ଵର ଚାନ୍ଦିପୁର ଥାନା ଅନ୍ତର୍ଗତ ବଡକିଆ ପାଗ ନାଳରୁ ପାଣି ନେଇ ଝଡେଶ୍ୱର ମନ୍ଦିରକୁ ଜଳାଭିଷେକ ପାଇଁ ଆସୁଥିଲେ ନାବାଳିକା । ପରିବାର ଲୋକଙ୍କ ସହ…
ବାଲେଶ୍ଵର: ପୁରୀରୁ ହାଓ୍ଵଡ଼ା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଛି । ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଜୀବନ ବିକଳରେ…
ନରସିଂହପୁର: ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା’ଙ୍କ ବେଢା ଛୁଇଁଛି । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର…
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା…