ନନ୍ଦନକାନନରେ ଓରାଂଉଟାନ୍ଙ୍କ ସ୍ବାସ୍ଥ ଅବସ୍ଥା ପଚାରି ବୁଝିଲେ ମନ୍ତ୍ରୀ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓରାଂଉଟାନ୍ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଥିରେ ପିସିସିଏଫ ପ୍ରେମ କୁମାର ଝା, ଅତିରିକ୍ତ ପିସିସିଏଫ୍ ମନେଜ ଭି ନାୟର, ନନ୍ଦନକାନନ ନିର୍ଦ୍ଦେଶକ ସନତ…