ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଳ ଟ୍ରାକ୍କୁ ମଞ୍ଜୁରୀ, ରାଜ୍ୟରେ ଆହୁରି ସୁଦୃଢ଼ ହେବ ରେଳ ଭିତ୍ତିଭୂମି
ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଳ ଟ୍ରାକ୍ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ପକ୍ଷରୁ ଅନୁମୋଦନ…