ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ବିଦା ହୋଇପାରନ୍ତି ଗୌତମ ଗମ୍ଭୀର!
ନୂଆଦିଲ୍ଲୀ: ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ…