National & International

ନାଗପୁର ସଂଘର୍ଷ ଯୋଜନାବଦ୍ଧ ନା ସରକାରଙ୍କ ବିଫଳତା? ତେଜିଲା ରାଜନୀତି

ନାଗପୁର: ନାଗପୁର ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ…

ଆତ୍ମସମର୍ପଣ ଅପେକ୍ଷା ଲଢେଇ କରିବାକୁ ଚାହିବୁ : ୟୁକ୍ରେନ୍

କିବ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ରୁଷରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହେବାକୁ ଯାଉଛି । ଏହି କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ…

ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା

ପାଟନା: ହୋଲି ପାଳନ ବେଳେ ଭୁଲିଗଲେ ନିୟମ। ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ରାଷ୍ଟ୍ରୀୟ…

ଦୁବାଇ ଯାଉଥିବା ପ୍ରତିଟି କଳାକାର ପାଇଁ ଦାଉଦ ରାତିଭୋଜନର କରୁଥିଲା ଆୟୋଜନ

ନୂଆଦିଲ୍ଲୀ: ବଲିଉଡରେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବହୁତ ପ୍ରଭାବ ଥିଲା। ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ଦାଉଦର ବନ୍ଧୁ ଥିଲେ। ନିକଟରେ ସାମ୍ବାଦିକ ତଥା ଲେଖକ ହୁସେନ…

ଆମେରିକାରେ ଖଲିସ୍ତାନୀ କାର୍ଯ୍ୟକଳାପ ବନ୍ଦ ହେଉ : ତୁଳସୀଙ୍କୁ କହିଲେ ରାଜନାଥ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର (ମାର୍ଚ୍ଚ ୧୭, ୨୦୨୫) ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ଭେଟିଛନ୍ତି। ଏହି ସମୟରେ ଆମେରିକା ମାଟିରେ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା।…

ଖରାପ ସମୟରେ ଶ୍ରୀକୃଷ୍ଣ ଓ ଗୀତା ସବୁବେଳେ ମୋତେ ସାହାଯ୍ୟ କରନ୍ତି : ତୁଳସୀ ଗାବାର୍ଡ୍

ନୂଆଦିଲ୍ଲୀ : ଏହା ଆମ ଶାସ୍ତ୍ରରେ ଲେଖାଯାଇଛି, ଯେତେବେଳେ ବି ଅସୁବିଧା ଉପୁଜିବ, ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ। ଏହା ଆପଣଙ୍କୁ ବାଟ ଦେଖାଇଥାଏ । ମହାଜ୍ଞାନୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ଏହି ମନ୍ତ୍ରକୁ ଆପଣାଇଛନ୍ତି…

ଦୁଇ ଦିନରେ ୨୨ଟି ହତ୍ୟା ଏହା କ’ଣ ମଙ୍ଗଳ ରାଜ୍ୟ: ରାବ୍ରୀ ଦେବୀ

ନୂଆଦିଲ୍ଲୀ: ବିହାରର ଆଇନ ବ୍ୟବସ୍ଥାକୁ ନେଇ ସୋମବାର ବିଧାନସଭା ପରିଷଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଥିଲେ। ରାଜ୍ୟରେ ବଢ଼ୁଥିବା ଅପରାଧ ଏବଂ ପୁଲିସ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ରାବ୍ରୀ ଦେବୀ କହିଛନ୍ତି, ‘…

ଔରଙ୍ଗଜେବଙ୍କ ସମାଧି ବୀରତ୍ବର ପ୍ରତୀକ : ସଂଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧିକୁ ନେଇ ରାଜନୀତି ବଢିଚାଲିଛି ଏବଂ ଏହାର ଉତ୍ତାପ ସମଗ୍ର ଦେଶରେ ଅନୁଭୂତ ହେଉଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଛନ୍ତି…

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି। ଗିରଫ ମହିଳା ହେଲେ…

“ଭାଷା ଘୃଣାଯୋଗ୍ୟ ନୁହେଁ, ଦିଲ୍ଲୀରେ ଯୋଗାଯୋଗ ପାଇଁ ହିନ୍ଦୀ ଉପଯୋଗୀ”: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୭।୩: ସୋମବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ଭାଷା ବିବାଦ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ “ଜାତୀୟ ଭାଷା” ଦିଲ୍ଲୀରେ ହିନ୍ଦୀରେ ସରଳ କଥାବାର୍ତ୍ତା…