ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା

ସୋର : ହାଣି ଲୁଟିନେଲେ ସୁନା ଓ ଟଙ୍କା। ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ଶହେ ଗ୍ରାମ ସୁନା ଲୁଟି ନେଇଛନ୍ତି ଡ଼କାୟତ। ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏହି ଲୁଟ୍ ହୋଇଛି। ଗୁରୁତର ବୃଦ୍ଧା…

ଘର ଘର ବୁଲି ଦୁଷ୍କର୍ମ ପୀଡ଼ିତା ସାହାଯ୍ୟ ମାଗିବା ଘଟଣା: ଗଠନ ହେଲା ଏସଆଇଟି

ମରି ଯାଇଛି ମାନବିକତା, ହଜି ଯାଇଛି ମଣିଷ ପଣିଆ। ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି। ଆଜିର ସ୍ୱାର୍ଥପର ମଣିଷ ସମାଜର ଅସଲ ମୁଖା ଖୋଲି ଦେଇଛି ଗୋଟିଏ ଘଟଣା। ଜଣେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ…

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର…

୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର

ଇମ୍ଫାଲ: ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ଦିନ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫଏସପିଏ) ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ…

ଦୁଇ ଶହ ଟଙ୍କା ପାଇଁ ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ

ପାରାଦୀପ : ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼। ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ। ଗୁରୁତର ଅବସ୍ଥାରେ ଗ୍ରାହକ ପ୍ରଶାନ୍ତ କୁମାର ଜେନାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାରଲୋକେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମାନେକା ଗାନ୍ଧି

ବିଜେପି ସାଂସଦ ମାନେକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମାନେକା ଗାନ୍ଧି । ମାନେକା ଅଭିଯୋଗ କରିଛନ୍ତି ଯେ, ଇସ୍କନ…

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା…

ଚୋର ସନ୍ଦେହରେ ଜଣକୁ ପିଟିପିଟି ମାରିଦେଲେ ଅଜଣା ଦୁବୁର୍ତ୍ତ

ରାଜଧାନୀ ଦିଲ୍ଲୀରୁ ଆସିଛି ଗୋଟିଏ ଦୁଃଖଦ ଖବର। ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ଅଜଣା ଦୁବୁର୍ତ୍ତ। ଗତକାଲି ଉତ୍ତର-ପୂର୍ବ ଦିଲ୍ଲୀରେ ଚୋର ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଅତ୍ୟନ୍ତ ନିର୍ମମ ଭାବେ ଏକ ଖୁଣ୍ଟରେ ବାନ୍ଧି…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହାତ

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ଗୋଷ୍ଠୀ ପକ୍ଷରୁ ୬ ଜଣ ଆହାତ ହୋଇଥିବା ସୂଚନା ରହିଛି। ସମସ୍ତ ଆହାତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇ ଥିବା ବେଳେ…

ଚୀନ, ପାକିସ୍ତାନ ଉପରେ ନଜର ରଖିବ ଭାରତୀୟ ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଏପରି ଏକ ସୂଚନା ଦେଇଛନ୍ତି, ଯାହା ନିଶ୍ଚିତ ଭାବେ ଚୀନ ଓ ପାକିସ୍ତାନର ନିଦ ହଜାଇଦେବ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ…