ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା
ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ ‘କନ୍ନଡ ଓକୁଟା’ ବ୍ୟାନରରେ କର୍ଣ୍ଣାଟକ ବନ୍ଦ…
