ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ପାକ୍ ଆତଙ୍କୀ ମୃତ
ଜମ୍ମୁ କଶ୍ମୀର : ପାକିସ୍ତାନ ଆତଙ୍କବାଦୀଙ୍କ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନ ଆତଙ୍କୀ ମୃତ । ଜମ୍ମୁ ଓ କଶ୍ମୀର ଉରି ସେକ୍ଟରରେ ଗୁଳିମାଡରେ ପାକିସ୍ତାନ ଆତଙ୍କବାଦୀ ନିହତ । ପୂର୍ବରୁ କିଛି…
