ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀମୋହନ ମାଝୀଙ୍କ ଅଧ୍ୟକତାରେ ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଯୋଡି ହେବେ। ରାଜ୍ୟରେ ରନ୍ଧନଗ୍ୟାସ ନେଇ ସଙ୍କଟ ଦେଖାଦେଇଛି। ଏହି ବୈଠକରେ…

ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା

ଭୁବନେଶ୍ବର : ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ…

୮ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ବରିଷ୍ଠ ନକ୍ସଲ ନେତା ଚେଲୁରି ନାରାୟଣ ରାଓ

ଭୁବନେଶ୍ବର: ଅନ୍ଧ୍ର-ଓଡିଶା ସୀମାନ୍ତ ସ୍ବତନ୍ତ୍ର ଆର୍ଥିନୈତିକ ଜୋନ୍‌ କମିଟି (ଏଓବିଏସ୍‌ଜେଡ୍‌ସି)ର ବରିଷ୍ଠ କମାଣ୍ଡର ଚେଲ୍ଲୁରି ନାରାୟଣ ରାଓ ଓରଫ ସୋମାନ୍ନାଙ୍କ ସମେତ ୮ଜଣ ନକ୍ସଲ ସଦସ୍ୟ ଆଜି ଅନ୍ଧ୍ରପ୍ରଦେଶରବ ବିଜୟୱାଡ଼ାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନେଇ ଅନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦ୍ଦେଶ ହରୀଶ କୁମାର…

ଗୃହରେ ଥମୁନି SCB ଅଗ୍ନିକାଣ୍ଡ ତାତି, ସୁରୁଖୁରୁରେ ଚାଲିପାରୁନି ବିଧାନସଭା

ଭୁବନେଶ୍ୱର : ଆଜି ବି ଗୃହରେ SCB ତାତି ।  ଚାଲିପାରୁନି ବିଧାନସଭା। SCB ଅଗ୍ନିକାଣ୍ଡ ତାତିରେ ସୁରୁଖୁର ହେଉନି ବିଧାନସଭା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ ।  ଗୃହ ମଧ୍ୟଭାଗକୁ ଆସି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । …

ପାରିବାରିକ କଳହରୁ ବାଇକରୁ ଡେଇ ମହିଳା ମୃତ

ଗୋପ : ପାରିବାରିକ ଝଗଡା ଯୋଗୁଁ ବାଇକୁରୁ ଡେଇ ମହିଳା ମୃତ ଅଭିଯୋଗ ।  ସ୍ଥାନୀୟ ଲୋକଙ୍କ ସୂଚନା ପରେ ରାମଚଣ୍ଡୀ ଥାନା ତଦନ୍ତ ଜାରୀ ସୂଚନା ମୁତାବକ କାକଟପୁରରୁ ପୁରୀ ଯିବା ରାସ୍ତାର ରାମଚଣ୍ଡୀ ଥାନା ଅନ୍ତର୍ଗତ ନିଆଖିଆ ବ୍ରିଜ୍ ନିକଟରେ…

ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ

ନୟାଗଡ : ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସଵ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ପେନସନ ଭୋଗୀଙ୍କ ଠାରୁ ନେଉଥିଲେ…

ମୁଖ୍ୟ ସ୍ରୋତକୁ ଫେରିଲେ ମହିଳା ମାଓବାଦୀ ମଙ୍ଗଡ଼ି ହୋନହଗା

ରାଉରକେଲା : ପୁଣି ଥରେ ମାଓ ସଂଗଠନକୁ ବଡ଼ ଝଟକା ।  ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ।  ପୋଲିସର ବାରମ୍ବାର ସଚେତନତା ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଜଣେ ମାଓ ସଙ୍ଗଠନରେ…

ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ପାଞ୍ଚ ଦିନ କାଳବୈଶାଖୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ଆଜି ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୪ ଜିଲ୍ଲାରେ…

ପୁରୀ ବେଳାଭୂମିରେ ଅଘଟଣ, ଗାଧୋଇବା ବେଳେ ବୁଡ଼ିଗଲେ ୨ ପର୍ଯ୍ୟଟକ

ପୁରୀ : ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ । ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଜଣ ଗାଧୋଉଥିବାବେଳେ ବୁଡି ଯାଇଥିଲେ। ସୂଚନା…