ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିପଦରେ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ: ୟୁନିସେଫ୍
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସବୁଠାରୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡିଛି । ସଂଯୁକ୍ତ ରାଷ୍ଟ୍ରର ଶିଶୁ ଏଜେନ୍ସୀ ଚେତାବନୀ ଦେଇଛି କି, ଲଗାତାର ହିଂସା ବୃଦ୍ଧି ଦ୍ବାରା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ ପଡିଛି ।…
