ଜମ୍ମୁରେ ପାହାଡ଼ ତଳକୁ ଖସିଲା ବସ୍: ୨୧ ମୃତ, ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ କ୍ଷତିପୂରଣ ଘୋଷଣା
ଜମ୍ମୁ କଶ୍ମୀର : ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି…
