ଯମୁନା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ଏଯାଏଁ ୫ ନିଖୋଜ ; ଠିକାଦାର ଓ ନାବିକ ଗିରଫ
ଉତ୍ତରପ୍ରଦେଶ : ମଥୁରା ବୃନ୍ଦାବନର କେଶି ଖାଟରେ ଯମୁନା ନଦୀରେ ଡଙ୍ଗା ବୁଡିବା ଯୋଗୁଁ ଏଯାଏଁ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ଲୁଧିଆନାରୁ ଆସିଥିବା ଶ୍ରଦ୍ଧାଳୁ ଯମୁନାରେ ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣା ପରେ ସମଗ୍ର…
