August 2026

ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ ନବଜାତକ ମୃତ

ପାକିସ୍ତାନ: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଗାୟନେକୋଲୋଜି ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ୱାର୍ଡର ନର୍ସରୀରେ ୧୬ ଜଣ ନବଜାତ…

ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି…

ଜାତିସଂଘ କମିଟି ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UNCERD) ଦ୍ୱାରା ଭାରତ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ…

କଣ୍ଟେନରକୁ ଧକ୍କା ଦେଲା ବସ୍ : ୬ ମୃତ, ୨୦ ଆହତ

ତେଲେଙ୍ଗାନା: ଆଜି ଭୋର ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାର କୋଡାଡ ମଣ୍ଡଳର ଦୋରାକୋଣ୍ଟା ନିକଟରେ ଥିବା ଏକ ଘରୋଇ ଟ୍ରାଭେଲ ବସ୍ କଣ୍ଟେନର ଲରି ସହିତ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦…

ନେପାଳରେ ପ୍ରଳୟଙ୍କାରୀ ବନ୍ୟା : ଭାସିଗଲେ ୧୦୦୦ରୁ ଅଧିକ ଲୋକ, ୟୁପି-ବିହାରରେ ହାଇଆଲର୍ଟ

ନେପାଳ :ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ…

ସେପ୍ଟେମ୍ବର ୩ରୁ ମାଲକାନଗିରିରୁ ବିମାନ ଉଡ଼ାଣ 

ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଦୁର୍ଗମ ମାଲକାନଗିରିକୁ ରାଜ୍ୟ ତଥା…

କିରିମିଟି ଜଙ୍ଗଲରୁ ବଡ଼ ମାଓ ଡମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ଡମ୍ପ ଠାବ । ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରୁ ବଡ଼ ମାଓ ଡମ୍ପ ଠାବ କରିଛନ୍ତି ଯବାନ । ତିନୋଟି ଦେଶି ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ, ଦୁଇଟି କ୍ଳେମର ମାଇନ, ଡେଟୋନେଟର, ନକ୍ସଲ ପୋଷାକ…

ତାସ ଖେଳକୁ ନେଇ ନାବାଳକକୁ ଛୁରୀ ଭୁଷି ହତ୍ୟା କଲା ନାବାଳକ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ଥାନା ରୋତ୍‌ ଗାଁ’ରେ ଜଣେ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ନାବାଳକ ହେଲେ ରୋତ ଗାଁ’ର ରମେଶ ପଟେଲଙ୍କ ପୁଅ ସାହିଦ୍‌ ପଟେଲ (୧୪)। ଗାଁ’ର ପ୍ରାଥମିକ ବିଦ୍ୟାଳୟ ନିକଟ କ୍ଲବରେ…

ନଭେମ୍ବର ୨୪ରୁ ବାଲିଯାତ୍ରା, ଉଭୟ ପଡିଆ ପାଇଁ ସରକାରଙ୍କୁ ପ୍ରସ୍ତାବ

କଟକ:ଚଳିତବର୍ଷ କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା…