October 2026

ଶୋଇଥିବା ବେଳେ ଘରେ ପଶି ଆକ୍ରମଣ କଲା ବାଘ, ଗୋଟିଏ ପରିବାରର ୬ ଗୁରୁତର

ନୂଆପଡା: ଘରକୁ ପଶିଲା ବାଘ । ଗୋଟିଏ ପରିବାରର ୬ ଗୁରୁତର । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁର ଘଟଣା । ଶନିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା…

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ଗୁଳିମାଡ଼

ପୁରୀ: ପୁରୀ ବ୍ରହ୍ମଗିରିରେ ଗୁଳିମାଡ଼। କାଳିକାବାଡ଼ିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ଲାଗି ଖସଡ଼ା ପ୍ରସ୍ତୁତ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ବଡ଼ ପରୀକ୍ଷା ହେବ। ସରକାରକୁ ଆସିବା ପରେ ବିଜେପି ପାଇଁ ବଡ଼ ଆହ୍ଵାନ ପାଲଟିଛି। ତେଣୁ ଦଳ କେମିତି ଏହି ନିର୍ବାଚନୀ ବୈତରଣୀ ପାରି…

ତେଲ ପରିବହନ ନାଁରେ ବେଆଇନ୍ ଗୋ-ଚାଲାଣ, ଟ୍ୟାଙ୍କର ଭିତରୁ ୨୦ରୁ ଅଧିକ ଗୋରୁ ଉଦ୍ଧାର

ମୟୂରଭଞ୍ଜ : ଅଭିନବ ଉପାୟରେ ତେଲ ପରିବହନ ନାଁରେ ଚାଲିଥିଲା ଗୋ ଚାଲାଣ । ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋ-ଚାଲାଣ । ମୟୂରଭଞ୍ଜ ବାଙ୍ଗିରିପୋଷିରୁ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଟକ । ବିଶୋଇ…

ଗଛରେ ପିଟି ହୋଇ ରାସ୍ତାକଡ଼କୁ ଖସିଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ

କଟକ : ରାସ୍ତାକଡ଼କୁ ଖସିଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ । କଟକ ଜିଲ୍ଲା ବାଙ୍କୀରୁ ବ୍ରହ୍ମପୁରା ଦେଇ ପୁଇଞ୍ଚା ଯାଉଥିବା OSRTC ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭେଡା ଦୁର୍ଗାପୁର ଶବର ସାହି ନିକଟରେ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଧର୍ମଗଡ଼: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ଦୀପାଞ୍ଜଳି ନିମୁନିଆ । ଘର…

ସୁପ୍ରିମୋଙ୍କୁ ଭେଟିଲେ ବିଜେଡିର ନୂଆ ମିଡିଆ ଟିମ୍, ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱ

ଭୁବନେଶ୍ୱର: ନବୀନ ନିବାସରେ ମିଡିଆ ମନ୍ଥନ, ସୋସିଆଲ ମିଡିଆକୁ ବିଜେଡିର ଫୋକସ୍ | ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ…

ସ୍କୁଲ୍‌ ହଷ୍ଟେଲରେ ସର୍ପାଘାତ; ଜଣେ ଛାତ୍ର ମୃତ, ଆଉ ଜଣେ ଗୁରୁତର

ପିପିଲି: ସ୍କୁଲ୍‌ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପା ସାପ ଦଂଶନରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏହି ଅଭାବନୀୟ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ…

ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତାର ସାଙ୍ଗ ବିଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ…