ଦାଣ୍ଡିଆ କାର୍ଯ୍ୟକ୍ରମ ବେଳେ ଭୁଶୁଡିଲା ତୋରଣ: ଜଣେ ମୃତ, ୧୪ ଆହତ
ତେଲଙ୍ଗାନା: ହାଇଦ୍ରାବାଦ ସ୍ଥିତ ନାଦେରଗୁଲର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଘଟଣ । ଏକ ତୋରଣ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।…