October 2026

ନୂଆ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ…

ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ

ଯାଜପୁର: ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରେ ଅଘଟଣ । ନିଖୋଜ ଛାତ୍ର ଗୁରୁ ଚରଣ ବେହେରାଙ୍କ ପୁଅ ହରିହର ବେହେରା । ସେ ଯୁକ୍ତ ୨ ପ୍ରଥମ…

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

ଭୁବନେଶ୍ୱର: ଶପଥ ନେଲେ ନୂଆ ରାଜ୍ୟପାଳ । ଭୁବନେଶ୍ୱର ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,…

ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ । ୮ ଦିନ ଧରି ଯନ୍ତ୍ରଣାରେ ଘୁରି ବୁଲୁଥିବା ବେଳେ ଆଜି ମୃତ୍ୟୁ ହୋଇଛି । ମୃତ ଦନ୍ତାର ଆଗ ବାମ ଗୋଡ଼ରେ ଗୁଳି ବାଜିଥିଲା ।…

କେନାଲ ନିକଟରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଟକ: ନାବାଳିକାଙ୍କୁ ହତ୍ୟା ଅଭିଯୋଗ, ପୁରୁଷ ବନ୍ଧୁ ଅଟକ । କଟକ ନିକଟ ପ୍ରତାପ ନଗରୀ କେନାଲ ନିକଟରୁ ନିଖୋଜ ନାବାଳିକା ଉଦ୍ଧାର । ମୃତଦେହ ଠାବ କରିଛି ସଦର ଥାନା ପୋଲିସ । ସଦର ଥାନାରେ ମିସିଂ ରିପୋର୍ଟ କରିଥିଲେ…

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ : CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି।…

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୯ ଆହତ

ବାଂଲାଦେଶ : ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ…

କୁପୱାରାରେ ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର କେରାନ ସେକ୍ଟରର…

ନୁଡୁଲ୍ସ ଖାଇ ଚାଲିଗଲା ବାପା ମାଆଙ୍କ ସମେତ ତିନି ଶିଶୁଙ୍କ ଜୀବନ

ନୋଏଡା: ଉଜୁଡ଼ିଗଲା ଗୋଟିଏ ପରିବାରର ହସଖୁସିର ସଂସାର । ମ୍ୟାଗି ନୁଡୁଲ୍ସ ଖାଇ ଚିରଦିନ ପାଇଁ ଶୋଇଗଲେ । ତିନି ନିଷ୍ପାପ ଶିଶୁ ସହ ଚାଲିଗଲା ବାପା ମାଆଙ୍କ ଜୀବନ । ଦିଲ୍ଲୀ ଗ୍ରେଟର ନୋଏଡାର ରାବୁପୁରା ଥାନା ଅନ୍ତର୍ଗତ ନଗଲା…

ସାୟଖା ଜିଆଇଡିସିରେ ବଏଲର ବିସ୍ଫୋରଣ, ୫ ମୃତ

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାର ସାୟଖା ଜିଆଇଡିସିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଚିକିତ୍ସା ସମୟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଏଥିରେ ୩…