କଟକ : ୩୮ ଲକ୍ଷ୍ ୫୦ ହଜାର ଟଙ୍କାର ହେରୋଇନ୍ ଜବତ୍ । ଜାତୀୟ ରାଜପଥ ୧୬, ମଙ୍ଗୁଳି ଛକ ନିକଟରେ ଧରିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ୱାଡ । ୩୮୫ ଗ୍ରାମ ହେରୋଇନ୍ ଜବତ୍ । ନିଶା ଦ୍ରବ୍ୟ ସହ ଅଭିଯୁକ୍ତ ଜଗନ୍ନାଥ ଜେନା ଗିରଫ । ଅଭିଯୁକ୍ତର ଘର ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର ଅଞ୍ଚଳରେ । Share Post navigation ଦିଲ୍ଲୀ ଗସ୍ତ କରିବେ ଦୁଇ ମୁଖିଆ ରାଜନଗରରେ ମାତିଛନ୍ତି ଲୁଟେରା, ଗ୍ୟାଙ୍ଗକୁ କେବେ ଧରିବ ପୋଲିସ ?