ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ । ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମର ସିମ ଆଣି ଚଳାଉଥିଲେ ଯୁବକ । ଭଢାରେ ରହି ସିମ୍ ବକ୍ସ ଅପରେଟ କରୁଥିବା ସୂଚନା । ଡିସିପି ଭୁବନେଶ୍ୱରଙ୍କ ନେତୃତ୍ୱରେ ଚଢାଉବେଳେ ବାଙ୍ଗଲାଦେଶରୁ ଏହି ସିମ୍ ବକ୍ସ ଆସିଥିବା ସୂଚନୂ ରହିଛି ।

