Adg

ଭୁବନେଶ୍ୱର : ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି ।  ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ ।  ଏମିତି ସୂଚନା ଦେଇଛନ୍ତି ।  କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।  ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ନିହତ ହୋଇଥିବା ବେଳେ ୨୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓ ମୁକ୍ତ ହୋଇଛି ଓଡ଼ିଶା ।  ତେବେ ଏହା ପଛରେ ରହିଛି ଏସଓଜିର ବଡ଼ ଭୁମିକା ।  ବିଗତ ମାଓ ମୁକ୍ତ ଅଭିଯାନରେ ଓଡ଼ିଶା ପୋଲିସର ୧୪୨ଜଣ ଓଡ଼ିଶା ପୋଲିସର ଯବାନ ପ୍ରାଣ ହରାଇଛନ୍ତି ।

Share