ବ୍ରହ୍ମପୁର : କବିସୂର୍ଯ୍ୟନଗର ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ l ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାନୁଷ୍ଠାନ l କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ IPS ଅଫିସର ନୀତେଶ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ହେଡ଼ କ୍ଵାଟର କୁ ବଦଳି କରାଯାଇଛି l ଥାନାର SI ସମୀର କୁମାର ରାଉତ,ବାଲି ଛାଇ ଫାଣ୍ଡି Asi ବୈକୁଣ୍ଠ ଜେନା, କନଷ୍ଟେବଳ ସୁମନ କୁମାର ସାହୁଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି l ସେହିପରି ହୋମ ଗାର୍ଡ ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନକୁ ଡିଉଟିରୁ ମୁକ୍ତ କରାଯାଇଛି l କବିସୂର୍ଯ୍ୟନଗର ଥାନା ଓ ବାଲି ଛାଇ ଫାଣ୍ଡିର ସମସ୍ତ ଷ୍ଟାଫଙ୍କୁ ଏକକାଳୀନ ବଦଳି କରିବାକୁ ସେହିପରି ଗଞ୍ଜାମ ଏସପି ଙ୍କୁ ନିର୍ଦେଶ ଦିଆଯାଇଛି l

