Health minister

ଭୁବନେଶ୍ୱର : ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ ।  ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ।  ଏହା ସହ ମେଡିକାଲ କ୍ଷେତ୍ରରେ ଅନ୍ୟ ୫ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ  ।  ମେଡିକାଲ କ୍ଷେତ୍ରକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସରତ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ସେହିଭଳି ଇଣ୍ଟେଲ ଆସନ୍ତା ୫ ବର୍ଷ ଭିତରେ ଓଡ଼ିଶାରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଚୁକ୍ତିନାମା ସ୍ୱାକ୍ଷର ହୋଇଛି  ।  ଯାହା ଫଳରେ ଓଡ଼ିଶାର ଯୁବକଯୁବତୀଙ୍କୁ ଅଧିକ ନିଯକ୍ତି ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ  ।

Share