ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର ।…

ଚୀନ ଓ ପାକିସ୍ତାନରୁ ଲଢୁଆ ବିମାନ କିଣିବ ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶ ନିଜର ବାୟୁସେନାକୁ ଶକ୍ତିଶାଳୀ ଏବଂ ଆଧୁନିକ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଚୀନରୁ ଲଢୁଆ ବିମାନ ଖରିଦ ପାଇଁ ବଂଲାଦେଶ ସରକାର ବିଚାର କରୁଛନ୍ତି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ବାଂଲାଦେଶ ବାୟୁସେନା…

ରାଜଧାନୀରେ ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଲୁଟେରା। ପାହାଳ ନିକଟ ସିଟି ହୋମ୍ ଡୁପ୍ଲେକ୍ସରେ ପଶି ସୁନାଗହଣା ଲୁଟିନେଲେ। ଗୋଟିଏ ରାତିରେ ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ ।…

ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ…

ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପକ୍ଷରୁ ଆଜି ତାଙ୍କୁ ସମନ ଜାରି କରାଯାଇଛି। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ…

ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି

ବର୍ଷୀୟାନ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ…

ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ, ଜାଲିଆତି କରି ଖାଇଦେଲେ ୨୦ ଲକ୍ଷ

ଉଦଳା : ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ କରିଛନ୍ତି କିଛି ଲୋକ । ଏମିତିକି ଫର୍ଜରୀ କରି ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ଆଣି ବାଣ୍ଟିକୁଣ୍ଟି ଖାଇଛନ୍ତି । କିନ୍ତୁ ପର ଟଙ୍କାକୁ ସିନା ଛଳ କରି ଖାଇଦେଲେ…

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ

ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ। ହାଇକୋର୍ଟରୁ ଜାମିନ ମିଳିବା…

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ପରକୀୟା ପ୍ରୀତି ଯୋଗୁଁ ଏପରି କାଣ୍ଡ ଘଟାଇଛନ୍ତି ସ୍ଵାମୀ

ରାଉରକେଲା: ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପଶ୍ଚିମାଞ୍ଚଳ ଡିଆଇଜି । ସେପଟେ ମହିଳାଙ୍କ ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ଗିରଫ । ମହିଳାଙ୍କ ନଣନ୍ଦେଇ ଜଣେ ପୋଲିସ ଏଏସଆଇ ।…

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ…