October 28, 2026

ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ, ଚିଲିକା କୂଳରେ ଫସି ରହିଛନ୍ତି ୬ ଯାତ୍ରୀ

ଚିଲିକା : ବାତ୍ୟା ଅର୍ଣ୍ଣବ ପାଇଁ ଚିଲିକା କୂଳରେ ଫସି ରହିଛନ୍ତି ୬ ଜଣ ଶ୍ରମିକ । ପ୍ରଶାସନ ତରଫରୁ ୨୬ ରୁ ୨୯ ଯାଏ ୪ ଦିନ ଦିନ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ କରିଦିଆ ଯାଇଛି…

ପୁରୁଣା ତେଲ ଟାଙ୍କିକୁ କାଟିବା ବେଳେ ବିସ୍ଫୋରଣ, ଜଣେ ମୃତ

ନୀଳଗିରି: ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ । ପେଟ୍ରୋଲ ଟାଙ୍କି ମାଲିକ, ମ୍ୟାନେଜର ଓ ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ । ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ୭ନମ୍ବର ୱାର୍ଡ ବାଳିଗୋହିରୀ ସ୍ଥିତ ସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ…

’ଅର୍ଣ୍ଣବ’ ପାଇଁ ୫୩ ଟ୍ରେନ୍ ବାତିଲ୍, ବିମାନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଅର୍ଣ୍ଣବ’ | ପୂର୍ବ ଆକଳନଠାରୁ ଆଗୁଆ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା । ରାତି ପ୍ରାୟ ୧ଟା ୧୦ ମିନିଟରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ଉପକୂଳରେ…

ଅର୍ଣ୍ଣବ’ ପ୍ରଭାବରେ ଧସିଲା ବିଜୁ ସେତୁର ଗାର୍ଡୱାଲ୍‌, ୩ ଗାଁକୁ ଯାତାୟତ ପ୍ରଭାବିତ

ମୋହନା:ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୮ଟା ୩୦ ସୁଦ୍ଧା ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା…

ତାଣ୍ଡବ ରଚିଲା ‘ଅର୍ଣ୍ଣବ’; ଘର ଉପରେ ଗଛ ପଡ଼ି ମହିଳା ମୃତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ବର୍ଷା ସହ ପ୍ରବଳ ବର୍ଷା, ପବନ ଫଳରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା…