ବିବାଦ, ମାରପିଟ୍ ଓ ମାମଲା…! ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ
ଯାଜପୁର : ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ଅର୍ଥାତ ମାଆ ବିରଜା ମନ୍ଦିର ପାଖରେ ଚାଲିବ ହାଟ। ଆସନ୍ତା ରବିବାରଠାରୁ ପୁରୁଣା ସ୍ଥାନରେ ହାଟ ଚାଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ।…
