ରାଜଧାନୀରେ ସିବିଆଇ ରେଡ଼, ଟଙ୍କା ଓ ସୁନା ମିଳିବା ପରେ ADIPL ଅଫିସ ସିଲ କଲା ସିବିଆଇ
ଭୁବନେଶ୍ୱର : ରାଜଧାନୀରେ ସିବିଆଇ ରେଡ଼ । ADIPL ଅଫିସ ସିଲ କଲା ସିବିଆଇ । ଦିଲ୍ଲୀ ସିବିଆଇ ଟିମ୍ କରୁଛି ସର୍ଚ୍ଚ । ସର୍ଚ୍ଚ ରେ ମିଳିଛି ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ।ଲକର ଖୋଲିବା ପରେ ସିବିଆଇ ହାତରେ ସାଙ୍ଘାତିକ ସୁରାକ…
