ଶନିବାର ବିଭିନ୍ନ ଜିଲାରେ ହିଟ୍ ଓ୍ବେଭ୍: ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୨ା୩: ହୋଲି (ମାର୍ଚ୍ଚ ୧୫) ଦିନ ଓଡ଼ିଶାର ଅନେକ ଜିଲାରେ ହିଟ୍ ଓ୍ବେଭ୍ ଅନୁଭବ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଏବଂ ଏହି ସମ୍ପର୍କରେ ଏକ ସତର୍କତା ଜାରି କରିଛି। ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର…