ରାହୁଲ ଗାନ୍ଧୀ ଓ କଂଗ୍ରେସ ସବୁଠାରୁ ବଡ଼ ବିଶ୍ୱାସଘାତକ : ସମ୍ବିତ ପାତ୍ର

ଶୁକ୍ରବାର ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସ ଟି-ସାର୍ଟ ଖୋଲି ପ୍ରତିବାଦ କରିବା ଘଟଣାରେ ରାହୁଲ ଗାନ୍ଧୀ ଓ ଯୁବ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର। କଂଗ୍ରେସକୁ ଲଜ୍ଜାହୀନ, ଟପହୀନ(ଦେହରେ ସାର୍ଟ ନଥିବା) ଏବଂ…

ଛାତ୍ର କଂଗ୍ରେସର ନୂତନ ସଭାପତି ହେଲେ ବିନୋଦ ଜାଖଡ

ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ଶାଖା NSUI ଶୁକ୍ରବାର ବିନୋଦ ଜାଖଡଙ୍କୁ ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। କଂଗ୍ରେସ…

ଏଆଇ ସମ୍ମିଳନୀରେ ଟି-ସାର୍ଟ ଖୋଲି କଂଗ୍ରେସ କର୍ମୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀମାନେ ଏକ ବିରାଟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତି ସମ୍ମିଳନୀରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସ ପହଞ୍ଚି…

ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଜାରି ହୋଇଥିବା ମାମଲାର ଶୁଣାଣି ପାଇଁ ହାଜର ହୋଇଛନ୍ତି ।…

ବିଷାକ୍ତ ମଦ ନେଲା ୫ ଜୀବନ

ନୂଆଦିଲ୍ଲୀ : ବିହାରର ରୋହତାସରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିବାହରର ମାଠିଆନ୍ ଗାଁରେ ଏଭଳି ଅଘଟଣ ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ…

ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ…

୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ ହାଣ୍ଡିଭଙ୍ଗା ଯାତ । ଏହାକୁ ସ୍ବଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର…

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି…

ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା

ଭୁବନେଶ୍ୱର: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର। ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ୧୨.୮%ରୁ ବଢି ୧୫% ହେଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫…

ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ। ଓୟୋରୁ ମିଳିଲା ସନ୍ଦେହଜନକ ମୃତଦେହ। ହୋଟେଲ୍‌ ରୁମ୍‌ରେ ଝୁଲୁଥିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ। ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ। ସଫ୍ଟୱେର ଇଞ୍ଜିନିୟର…