ସର୍ଜରୀ ପରେ ପୱନ କଲ୍ୟାଣଙ୍କ ସହ କଥା ହୋଇ ସ୍ବାସ୍ଥାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ସର୍ଜରୀ କରାଯାଇଛି । ଆଉ ଆଗାମୀ ୧୦ ଦିନ…

ଝାଡ଼ଗ୍ରାମରେ ରାସ୍ତାକଡ଼ ଦୋକାନରୁ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ

କଲକତା: ଝାଡ଼ଗ୍ରାମରେ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ମାରାଥନ ନିର୍ବାଚନ ପ୍ରଚାର ବେଳେ ଜଙ୍ଗଲମହଲର ଏକ ରାସ୍ତାକଡ଼ ଦୋକାନରୁ ଝାଲମୁଢି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଝାଡଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ହେଲିପ୍ୟାଡକୁ ଫେରିବା ବେଳେ, ହଠାତ…

ଟିଏମସିକୁ ମୋଦୀଙ୍କ ଟାର୍ଗେଟ, ମହିଳା ସଂରକ୍ଷଣ ବିଲ୍ ପାସ୍ ନ ହେବା ପାଇଁ କଂଗ୍ରେସ ସହ ମିଶି କରିଥଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ନିର୍ବାଚନୀ ଲଢ଼େଇ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ ଟିଏମସି ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ର “ନିର୍ଦ୍ଦୟ ସରକାର” ବିରୁଦ୍ଧରେ ଲୋକଙ୍କ କ୍ରୋଧ ତୀବ୍ର ହେବାରେ ହେଉଛି।…

ତାମିଲନାଡୁରେ ବାଣ ବିସ୍ଫୋରଣ: ୧୬ ମୃତ, ଅନେକ ଗୁରୁତର

ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ…

ଶ୍ରୀନଗର ଏୟାରପୋର୍ଟରୁ ୨ ଆମେରିକୀୟ ନାଗରିକଙ୍କୁ ଗିରଫ କଲା ପୋଲିସ, ସାଟେଲାଇଟ୍ ଫୋନ୍ ଜବତ

ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର…

ପୁଷ୍କର ଘାଟିରେ ୧୫୦ ଫୁଟ ତଳକୁ ଖସିଲା ବସ୍: ୨ ମୃତ, ୧୨ରୁ ଅଧିକ ଆହତ

ଆଜମେର : ରାଜସ୍ଥାନ ଆଜମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜମେର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥ ସ୍ଥଳ ପୁଷ୍କର ପାହାଡରୁ ଅନିୟନ୍ତ୍ରିତ ହୋଇ ଖସିଲା ବସ୍ । ଫଳରେ ଦୁଇ ଜଣକ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ…

ଇଟାଲୀରେ ୨ ଭାରତୀୟଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି…

ଚାରଧାମ ଯାତ୍ରା ଆରମ୍ଭ, ଖୋଲିଲା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ କପାଟ

ଉତ୍ତରାଖଣ୍ଡ ; ଉତ୍ତରାଖଣ୍ଡର ପବିତ୍ର ଚାରଧାମ ଯାତ୍ରା ୨୦୨୬ ଆଜିଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ଆଜି ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହାସହିତ ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି…

ସୁନା ଦର ଆକାଶ ଛୁଆଁ, ତଥାପି କମୁନି ଚାହିଦା

ଭୁବନେଶ୍ବର: ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା! । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ସୁନା କିଣିବା ଓ ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ବଡ଼ ଦିନ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ…

ବିରୋଧୀଙ୍କୁ ନାରୀ ଶକ୍ତି ଦେବେ କଡା ଜବାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ…