ଭେନେଜୁଏଲାରୁ ଆମେରିକାରେ ସିଧାସଳଖ ପହଞ୍ଚିବ ୫୦ ମିଲିୟନ ବାରେଲ ତେଲ: ଟ୍ରମ୍ପ
ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା…