ଅପରେସନ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୯ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ। ଏହା ଚଳିତ ବର୍ଷର ମନ କି ବାତର ଶେଷ ଏପିସୋଡ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ୨୦୨୫ ମସିହାରେ ଭାରତର ଗର୍ବର ମୁହୂର୍ତ୍ତଗୁଡ଼ିକୁ ମନେ…