ଏୟାରହୋଷ୍ଟ୍ରେସ୍ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ
ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍ ଙ୍କୁ ଲଭ୍ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ…
