ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା
ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୋଆ ରାଜଧାନୀ ପାଣାଜୀଠାରୁ ୨୫ କିମି ଦୂରରେ ଅବସ୍ଥିତ ଆରପୋରା ଗ୍ରାମରେ ଥିବା ଏକ ନାଇଟ୍…
ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୋଆ ରାଜଧାନୀ ପାଣାଜୀଠାରୁ ୨୫ କିମି ଦୂରରେ ଅବସ୍ଥିତ ଆରପୋରା ଗ୍ରାମରେ ଥିବା ଏକ ନାଇଟ୍…
ଛତିଶଗଡ଼ : ଛତିଶଗଡ଼ର ଜଶପୁର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଟ୍ରଲର ସହ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣ ଯୁବକଙ୍କ ମୃତ୍ୟୁ…
ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଇଣ୍ଡିଗୋର ବ୍ୟାପକ ବିମାନ ବାତିଲ ହେବା ପରେ ବର୍ତ୍ତମାନ ଏହି ମାମଲା ରାନୈତିକ ଏବଂ ପ୍ରଶାସନିକ ସ୍ତରରେ ଗମ୍ଭୀର ହେବାରେ ଲାଗିଛି । ପରିବହନ, ପର୍ଯ୍ୟଟନ ଏବଂ ନାଗରିକ ଉଡ଼ାଣ ସହିତ ଯୋଡି…
ଅଲାସ୍କା : ଅଲସ୍କା ଏବଂ କନାଡାଇର ୟୁକୋନ ସୀମା ନିକଟବର୍ତ୍ତୀ ଏକ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି…
ଗୋଆ : ଗୋଆରେ ନାଇଟ୍ କ୍ଲବ ଟ୍ରାଜେଡି । ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗତକାଲି ରାତିରେ ନର୍ଥ ଗୋଆର ଅରପୁରାରେ ଏକ ନାଇଟ କ୍ଲବରେ…
ନୂଆଦିଲ୍ଲୀ : ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ । ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା…
ଗୋଆ : ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ । ଯାହାଫଳରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ନର୍ଥ ଗୋଆର ଅରପୁରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ରାତିରେ ପାର୍ଟି ଚାଲିଥିବାବେଳେ…
ପୁରୀ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି…
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରବିବାର ଏହି ଘଟଣାକୁ ନେଇ ଦୁଇଟି ଯାକ ଗାଁ ମୁହାଁମୁହିଁ ହେବା ସହିତ…
ଭୁବନେଶ୍ୱର : ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉଚ୍ଛ୍ୱାସ। ଏହାକୁ ଲକ୍ଷ୍ୟ କରି…