ଟ୍ରଫି ନ ଫେରାଇଲେ ପରିଣାମ ଭୋଗିବେ ନକ୍ଭି:ବିସିସିଆଇ
ନୂଆଦିଲ୍ଲୀ: ୟୁଏଇରେ ଗତ ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଏସିଆ କପ୍ କ୍ରିକେଟ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ଉକ୍ତ ପ୍ରତିଯୋଗିତାର ଫାଇନାଲ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯାଇଥିଲା। ଫାଇନାଲରେ ଭାରତ ୫ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି…