ଚାଷ ଶିଖିବେ ଛାତ୍ରଛାତ୍ରୀ, ବିଦ୍ୟାଳୟ ସ୍ତରରେ ଆରମ୍ଭ ହେବ ‘ଡୁଆଲ୍ ମୋଡ୍’ ଧନ୍ଦାମୂଳକ ଶିକ୍ଷା
ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରେ ପାରମ୍ପରିକ ଶ୍ରେଣୀଗୃହ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ୟାବହାରିକ ଓ ଧନ୍ଦାମୂଳକ ଶିକ୍ଷା । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ…