ଇରାନକୁ ଅସ୍ତ୍ରଶସ୍ତ୍ର ବୋଝେଇ ବିମାନ ପଠାଇଲା ଚୀନ !

ତେହେରାନ : ଚୀନ ଯେପରି ଭାରତ-ପାକ ସଂଘର୍ଷରେ ପରୋକ୍ଷରେ ସାମିଲ ହୋଇଥିଲା, ଠିକ ସେପରି ଇସ୍ରାଏଲ-ଇରାନ ଯୁଦ୍ଧରେ ବି ସାମିଲ ହେବା ଆରମ୍ଭ କରିଛି । ଏପରି ରିପୋର୍ଟ ସତ ହେଲେ ଚୀନ ସିଧାସଳଖ ଆମେରିକାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି…

ଇସ୍ରାଏଲ ଆକ୍ରମଣ ବନ୍ଦ କଲେ ଆମେ ବନ୍ଦ କରିବୁ : ଇରାନ

ତେହେରାନ: ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରଠାରୁ, ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇଛନ୍ତି ଯେ ଯଦି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଏ, ତେବେ ଆମର…

ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା

ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି…

ଆମେରିକାରେ ଦୁଇ ସାଂସଦଙ୍କୁ ଗୁଳିକାଣ୍ଡ

ୱାଶିଂଟନ: ଦୁଇ ଆମେରିକୀୟ ସାଂସଦ – ସେନେଟର ଜନ୍ ହଫମ୍ୟାନ୍ ଏବଂ ରିପ୍ରେଜେଣ୍ଟେଟିଭ ମେଲିସା ହର୍ଟମ୍ୟାନ୍ – ସେମାନଙ୍କ ଜୀବନ ସାଥୀଙ୍କ ସହିତ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ସ୍ଥିତ ସେମାନଙ୍କ ଘରେ ଗୁଳି ମାଡ଼ ହୋଇଛି । ଏଥିରେ ସେମାନେ ଗୁରୁତର…

ବଡ଼ ବିପଦ ଆଶଙ୍କା : ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ

ଭିଏନା : ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)…

ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର

ଭୁବନେଶ୍ବର : ଡକ୍ଟର ଗୋପାଳ କୃଷ୍ଣ ପାତ୍ର ବାଙ୍ଗାଲୋର ସ୍ଥିତ ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାନ ଓ କାରିଗରୀ ବିଦ୍ୟାର ସଂସ୍ଥାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ୩୭ଟି…

ଓଏମସିର ‘ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଭାରତର ସର୍ବବୃହତ ଖଣି କମ୍ପାନୀ ମଧ୍ୟରୁ ଗୋଟିଏ ଓଡ଼ିଶା ଖଣି ନିଗମ ଲିମିଟେଡ୍ (ଓଏମସି)ର ପ୍ରମାଣିତ ଆଭ୍ୟନ୍ତରୀଣ ପ୍ରଶିକ୍ଷକଙ୍କ ଏକ କ୍ୟାଡର ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟରେ ‘ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଂସ୍ଥାଗତ…

ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଗୋପାଳପୁର: ବ୍ରହ୍ମପୁର ଠାରେ କାର୍ଯ୍ୟରତ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କୁଆଡେ଼ ସରକାରୀ ସାହାଯ୍ୟ ନେଲେ ପିସି ଦେବାକୁ ପଡ଼ିବ, ନହେଲେ ମୁଁ କୈାଣସି ଅନୁମୋଦନ କରିବି ନାହଁ ବୋଲି ରୋକ ଠୋକ ଚାଷୀ ସମେତ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ…

ଧର୍ମଶାଳାରେ ରୋଗୀଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଦାସ

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ମଧ୍ୟାହ୍ନରେ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିଛନ୍ତି। ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜାତୀୟ କଂଗେସ ଦଳ ପକ୍ଷରୁ ପିସିସି ସଭାପତି…

ମାଓବାଦୀଙ୍କ ଆଇଡି ବିସ୍ପୋରଣରେ ଯବାନ ସହିଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି । ତାଙ୍କୁ…