ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ ବିବାଦ
ପ୍ୟାରିସ୍: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ…