State

ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି, ଭୁବନେଶ୍ୱରର ହେବ ଆଇଟି ହବ୍

ଭୁବନେଶ୍ବର: ଆହୁରି ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି । ଭୁବନେଶ୍ୱରର ହେବ ଆଇଟି ହବ । କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ କୁ ନେଇ ପ୍ରସ୍ତୁତ ହେଉଛି ଏକୋନମି ରିଜିୟନ୍ । କେନ୍ଦ୍ର ସରକାରଙ୍କ ବଜେଟରେ ଏହାକୁ ସ୍ଥାନ ଦିଆଯାଇଛି ।…

ପୁରୀରୁ ନିଖୋଜ ନାବାଳକ ହ୍ରାଇଦ୍ରାବାଦରୁ ଉଦ୍ଧାର , ୨ ଗିରଫ

ପୁରୀ : ୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କୁଞ୍ଜର ଗାଁର ଦୁଇ ନିଖୋଜ ନାବାଳକ ୫ ମାସ ପରେ ଉଦ୍ଧାର କରିଛି ପୋଲିସ । ଦୁଇ ନାବାଳକ ଗୋଟିଏ ପରିବାରର ।…

ରାଜେନ୍ଦ୍ର ବଲ୍ଲଭ ବେହେରା ହେଲେ କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ

କଟକ: ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକାଶ ପାଇଛି। ରାଜେନ୍ଦ୍ର ବଲ୍ଲଭ ବେହେରାଙ୍କୁ କଟକ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଦଳର…

ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ

ଭୁବନେଶ୍ବର :ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଉଠିଛି । ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବା ପାଇଁ…

ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ

କଟକ : ଚାଲିଗଲେ ଆଉ ଜଣେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ…

ଗୋକର୍ଣ୍ଣେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ସାଢେ ୧୦ରେ ଉଠିବ ମହାଦୀପ

ଧର୍ମଶାଳା : ଆଜି ମହାଶିବରାତ୍ରି ଜାଗର ଯାତ୍ରା। ଏହି ଉପଲକ୍ଷେ ଓଡିଶାର ପୁରପଲ୍ଲୀର ଶୈବ ପୀଠ ଚଳଚଞ୍ଚଳ ହୋଇ ପଡିଛି। ଦେବ ଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରସିଦ୍ଧ ଶୈବ ପୀଠ ବାବା ଗୋକର୍ଣ୍ଣେଶ୍ୱର ମହାଦେବଙ୍କ…

ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ ଆରମ୍ଭ

ଭଦ୍ରକ : ଆସନ୍ତା ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ୍ ର ୩୦ତମ ସସ୍କରଣ ଖେଳାଯିବ। ଏନେଇ ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ୧୦ ଦିନ ବ୍ୟାପି ହେବାକୁ ଥିବା ଏହି ମ୍ୟାଚରେ ୩୦ରୁ ଉର୍ଦ୍ଧ୍ୱ ଆଇପିଏଲ ଏବଂ ରଞ୍ଜି…

ଖଲ୍ଲିକୋଟ ଛାତ୍ର ମୃତ୍ୟୂ ଘଟଣା: ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଖଲ୍ଲିକୋଟର ଛାତ୍ର ମିହିର ପ୍ରଧାନ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏବଂ ସିଏମଆରଏଫ୍ ରୁ ୪ ଲକ୍ଷର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଖଲ୍ଲିକୋଟରେ…

ହଷ୍ଟେଲ୍‌ରେ ଟଳିପଡ଼ିଲେ ଦଶମ ଛାତ୍ର

ଖଲ୍ଲିକୋଟ: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ସବୁଠି ଉତ୍ସବମୁଖର ପରିବେଶ ଥିବାବେଳେ ଗଞ୍ଜାମ ଖଲ୍ଲିକୋଟରେ ବଡ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ୍‌ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳି ପଡିଛନ୍ତି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ହଷ୍ଟେଲ୍‌ରେ…

୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ଆଜି ସମ୍ବଲପୁରର ଐତିହାସିକ…