ମହାକୁମ୍ଭ ମେଳାରେ ଅଘଟଣ; ସଙ୍ଗମ ସ୍ଥଳରେ ବୁଡ଼ିଲା ଡଙ୍ଗା
ପ୍ରୟାଗରାଜ : ମହାକୁମ୍ଭ ମେଳାରେ ଘଟିଛି ଅଘଟଣ। ସଙ୍ଗମ ଘାଟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୧୦ ଶ୍ରଦ୍ଧାଳୁ । ଏନଡିଆରଏଫ୍ ଟିମ ତୁରନ୍ତ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ୪୫ ଦିନ…
ପ୍ରୟାଗରାଜ : ମହାକୁମ୍ଭ ମେଳାରେ ଘଟିଛି ଅଘଟଣ। ସଙ୍ଗମ ଘାଟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୧୦ ଶ୍ରଦ୍ଧାଳୁ । ଏନଡିଆରଏଫ୍ ଟିମ ତୁରନ୍ତ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ୪୫ ଦିନ…
ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ସମଗ୍ର ଆମେରିକାରେ ବେଆଇନ ପ୍ରବାସୀଙ୍କ ଖୋଜା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାରେ ବେଆଇନଭାବେ ରହୁଥିବା ଭାରତୀୟଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋମବାର ଦିନ ଆମେରିକାର ସୁରକ୍ଷା ଏଜେଣ୍ଟମାନେ…
ନାପିଦ୍ବ: ମିଆଁମାରରେ ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ)ର ପ୍ରଭାବ ବୃଦ୍ଧି ପାଇଛି। ମିଆଁମାରର ରାଖାଇନ୍ ରାଜ୍ୟକୁ ଆରାକାନ୍ ଆର୍ମି ଜୁଣ୍ଟା ସେନାଠାରୁ ଛଡ଼ାଇ ନିଜ ଦଖଲକୁ ନେଇଛି। ଏହି କାରଣରୁ ସ୍ଥାନୀୟ ରୋହିଙ୍ଗ୍ୟାମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। ମିଆଁମାରର ବାଂଲାଦେଶ…
ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ୩୨ତମ ବାଟାଲିୟନ ଏକ ବଡ ଡ୍ରଗ୍ସ ଚୋରା ଚାଲାଣ ଉପରେ ଚଢ଼ାଉ କରିଛି | ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନଦୀୟା ଜିଲ୍ଲାର କିଶନଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ମାଝଡିଆର…
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଚରମରେ ପହଞ୍ଚିଛି । ସେପଟେ ଶନିବାର ବିଜେପି ସଂକଳ୍ପ ପତ୍ରର ତୃତୀୟ ଭାଗ ଜାରି କରିଛି। ଅମିତ ଶାହା ଏହି ସଂକଳ୍ପ ପତ୍ରର ଶୁଭାରମ୍ଭ କରିଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ…
ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ…
ଇସ୍ଲାମାବାଦ: ଇରାନ ଏବଂ ରୁଷିଆ ସହିତ ଭାରତ ନିଜର ସମ୍ପର୍କ ବଜାୟ ରଖିଥିବାବେଳେ ଏହି ଦେଶଗୁଡିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହ ସମ୍ପର୍କ ବଜାୟ ରଖିଛନ୍ତି। କିନ୍ତୁ ଭବିଷ୍ୟତରେ ଏହି ସନ୍ତୁଳନ କଷ୍ଟସାଧ୍ୟ ହେବ। ପାକିସ୍ତାନର ବୈଦେଶିକ ବ୍ୟାପାର ବିଶେଷଜ୍ଞ ଶାଜିଆ…
ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍ଜାମ୍ ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ କରିଛି । ଏନ୍ଟିଏ ଘୋଷଣା ଅନୁସାରେ ଏବେ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଏବଂ ସମୟ କୋଭିଡ୍ ପୂର୍ବପରି ହୋଇଯିବ…
ଭୁବନେଶ୍ୱର ୨୫/୦୧: ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଏକଥା ସ୍ପଷ୍ଟ କରିଛି । ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ନୀତି…
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରର ତୃତୀୟ ଭାଗ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ,…