‘ଆରଏସଏସକୁ ବ୍ୟାନ କରିବାକୁ ଚେଷ୍ଟା କଲେ କଂଗ୍ରେସ ଧ୍ୱଂସ ହୋଇଯିବ’

ମୁମ୍ବାଇ : ଆରଏସଏସ୍‌ ଓ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କରେ କର୍ଣ୍ଣାଟକା ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଦେଇଥିବା ବୟାନକୁ ନେଇ ବିଜେପି ବିବାଦ ସୃଷ୍ଟି କରିଛି। କର୍ଣ୍ଣାଟକା ବିଜେପି ମୁଖ୍ୟ ନଳୀନ କୁମାର କାଟୀଲ ସିଧାସଳଖ ପ୍ରିୟଙ୍କ ଖଡଗେ ଓ…

ଖଡଗେ ଓ କେଜ୍ରିୱାଲଙ୍କ ନାଁରେ ଅଭିଯୋଗ ଦାଖଲ, ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଦେଇଥିଲେ ବୟାନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ…

କର୍ଣ୍ଣାଟକ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ

ବେଙ୍ଗାଲୁରୁ : କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିବା ପରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ପୂର୍ବ ଆକଳନ ଅନୁଯାୟୀ କର୍ଣ୍ଣାଟକାର ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପାଖରେ ରଖିଛନ୍ତି। ସେହିପରି ୨୦ ତାରିଖରେ ଶପଥ ନେଇଥିବା ଜି…

ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟ କରି ଆରଟିଆଇ କର୍ମୀ ଗିରଫ

ମୁମ୍ବାଇ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା କିରିତ ସୋମାୟାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଜଣେ ଆରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ମୁମ୍ବାଇ ପୁଲିସ୍‌…

ଅଧ୍ୟାଦେଶ ପ୍ରଦଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ କଲେ କେସିଆର୍‌

ହାଇଦ୍ରାବାଦ : ଦିଲ୍ଲୀର ପ୍ରଶାସନିକ ପୋଷ୍ଟିଂ ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ…

ମୋଦି ସରକାରଙ୍କୁ ପୂରିଲା ୯ ବର୍ଷ: ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା।…

ଚିତାକୁ ଟ୍ରାକ୍‌ କରୁଥିବା ଟିମକୁ ଡକାୟତ ଭାବି ପ୍ରବଳ ପିଟିଲେ ଗାଁ ଲୋକ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଗୋଟିଏ ଟିମ୍‌କୁ ପ୍ରବଳ ପିଟିଛନ୍ତି ଗାଁ ଲୋକ। ଉଦ୍ୟାନର କର୍ମଚାରୀମାନେ ଚିତାକୁ ଟ୍ରାକ୍‌ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଡକାୟତ ବୋଲି ଭାବି ଶିବପୁରୀ ଜିଲ୍ଲାରେ ଥିବା ଗୋଟିଏ ଗାଁର ଲୋକମାନେ ଆକ୍ରମଣ…

ନାଗା ଆଦିବାସୀଙ୍କୁ ହଇରାଣ ନ କରିବାକୁ ସତର୍କ କଲା ବିଦ୍ରୋହୀ ସଂଗଠନ

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ସ୍ଥିତି ସୁଧିରିବାର ନାଁ ଧରୁନି। ଏସବୁ ଭିତରେ ରାଜ୍ୟର ସବଠାରୁ ବଡ଼ ବିଦ୍ରୋହୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ(ଇସାକ-ମୁଇଭାହ) ବା…

ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ହରେକୃଷ୍ଣ…

ରାହୁଲଙ୍କୁ ମିଳିଲା ପାସପୋର୍ଟ କରିବାର ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି | ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ…