ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି। ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ। ବୟସ  ୨୧।  ଘର ଦାଣ୍ଡମକୁନ୍ଦପୁର ପିପିଲି…

ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ‘ଅକ୍ସିଜେନ୍‌ ସପୋର୍ଟ’ରେ ରଖି ‘ଏଲ୍‌ଏନ୍‌ଜେପି’କୁ ନିଆଯାଉଛି: ‘ଆପ୍‌’

ନୂଆଦିଲ୍ଲୀ: ‘ଅକ୍ସିଜେନ୍‌’ ଦିଆଯାଇ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିବା କଥା ‘ଆମ୍‌ ଆଦ୍‌ମୀ ପାର୍ଟି’ କହିଛି। ତିହାର୍‌ ଜେଲ୍‌ କର୍ତ୍ତୃପକ୍ଷମାନେ ବି ଏ ଖବରକୁ ସୁନିଶ୍ଚିତ କରିଛନ୍ତି। ତିହାର ଜେଲ୍‌ ମେଡିକାଲ୍‌ ଟିମ୍‌…

ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ: ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଭାରତର ରାଷ୍ଟ୍ରପତିଙ୍କଦ୍ବାରା ଉଦ୍‌ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦେଶ ଦିଆଯାଉ ବୋଲି ନିବେଦନ କରି ଆଜି ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଓକିଲ ସି.ଆର୍‌. ଜୟ ସୁକିନ୍‌…

୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ଚିନ୍ତାରେ ରେଳବାଇ

ନୂଆଦିଲ୍ଲୀ: ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି…

ଧୂମଧାମରେ ସରିଲା ଆଖଣ୍ଡଳମଣୀଙ୍କ ବିବାହ

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଧୂମଧାମରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ…

ରାତିରେ ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ…

ବଦଳିଲା ରାମଗୋପାଳଙ୍କ ବୟାନ, ପୂର୍ବରୁ ସମର୍ଥନ ଏବେ ବିରୋଧ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍‌ ଧରିଛି। ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ। କିନ୍ତୁ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ପ୍ରତିନିଧିତ୍ବ କମ୍‌ ରହିବ। ୧୯ଟି ବିରୋଧୀ ଦଳ ନୂଆ…

ଭାରତରେ ଆହୁରି ଚିତା ମରିବେ… ସତର୍କ କରାଇଲେ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ ପୁଣି ଚିତା ବାଘମାନଙ୍କ ବଂଶବୃଦ୍ଧି କରିବାକୁ ଭାରତ ସରକାରଙ୍କ ଆଶା ଦିନକୁ ଦିନ ନିରାଶାରେ ପରିଣତ ହେବାରେ ଲାଗିଛି । କାରଣ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାମାନଙ୍କ ମୃତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏତିକି ବେଳେ…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ୍‌ଙ୍କ ନୂଆ ନିୟମ ଲକ୍ଷ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କୁ କରିବ ପ୍ରଭାବିତ

ଲଣ୍ଡନ: ବ୍ରିଟେନରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖରାପ ଖବର। ନିଜ ପରିବାରକୁ ଆଉ ବ୍ରିଟେନକୁ ନେଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଏନେଇ ବ୍ରିଟିଶ ସରକାର ଏକ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କ…

ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ

ନୂଆଦିଲ୍ଲୀ: ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ। ଦେଶର ପ୍ରସିଦ୍ଧ ବଡିବିଲଡର ପ୍ରେମରାଜ ଆରୋରାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ବର୍ଷ ବୟସ ହୋଇଥିଲା। ପେଟରେ ଏସିଡିଟି ସମସ୍ୟା ହେବା ପରେ ପ୍ରେମରାଜ ଆରୋରାଙ୍କର ଛାତିରେ…