ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପାଗଳ’ କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ : ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପାଗଳ ମୋଦି’ କହି ବିବାଦ ସୃଷ୍ଟି କରିଛନ୍ତି। ବିବାଦ ବଢ଼ୁଥିବାରୁ ଶ୍ରୀ ଚୌଧୁରୀ…

ସଂସଦର ନୂଆ ବିଲଡିଂ ଉଦଘାଟନ ଉତ୍ସବରେ ସାମିଲ ହେବ ଅକାଳୀ ଦଳ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲ୍‌ଡିଂକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ…

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଆବାସ ଘରକୁ ନେଇ ନିଜ ନିଜର ମତ ରଖିଛନ୍ତି। ସେମାନେ ସାମ୍ୱାଦିକ…

ଦିଲ୍ଲୀ ପାଇଁ କେନ୍ଦ୍ରର ଅଧ୍ୟାଦେଶ: କେଜ୍ରିୱାଲଙ୍କୁ ଉଦ୍ଧବ ଠାକରେଙ୍କ ସମର୍ଥନ

ନୂଆଦିଲ୍ଲୀ : ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜଣଙ୍କ ପରେ ଜଣେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। କେନ୍ଦ୍ରର ଅଧ୍ୟାଦେଶକୁ ସଂସଦରେ ମାତ ଦେବା ପାଇଁ ଦିଲ୍ଲୀ…

ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା, ବଦଳିଲା ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ‌ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି…

୨୦୧୯ ହେଟସ୍ପିଚ୍‌ ମାମଲାରେ ଆଜମ ଖାନ ଦୋଷମୁକ୍ତ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍‌ ୨୦୧୯ ମସିହା ହେଟସ୍ପିଚ୍‌ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।…

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ବର: ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ।ସହର ପରେ ଏବେ ଗାଁରେ ପହଞ୍ଚିବ ମୋ ବସ୍‌ । ପ୍ରତି ପଞ୍ଚାୟତକୁ ଗଡ଼ିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ…

କୋର୍ଟଙ୍କ ବଡ଼ ରାୟ: ଲୋନ୍‌ ଶୁଝୁ ନଥିବା ଲୋକଙ୍କ ଠାରୁ ବଳ ପୂର୍ବକ ଗାଡ଼ି ଜବତ କରିବା ବେଆଇନ

ନୂଆଦିଲ୍ଲୀ : ଠିକ୍‌ ସମୟରେ ଲୋନ ବାବଦ ଅର୍ଥ ଦେଉ ନଥିବା ଲୋକଙ୍କୁ ଠାରୁ ବଳପୂର୍ବକ ଏଜେଣ୍ଟମାନେ ଗାଡ଼ି ଜବତ କରିବା ବେଆଇନ। ଏପରି ଆଚରଣ ସମ୍ବିଧାନରେ ଦିଆଯାଇଥିବା ଜୀବନ ଓ ଜୀବକା ଅଧିକାରର ଖୋଲା ଉଲ୍ଲଙ୍ଘନ। ଏପରି ଧମକପୂର୍ଣ୍ଣ ପଦକ୍ଷେପ…

ସୁଶାନ୍ତ ସିଂଙ୍କୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ ।…

ଚେକ୍ ଗେଟ୍‌ରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଆଠଗଡ: ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଲେ । ମହିଳା, ପୁରୁଷ ଓ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତମାନେ । କଟକ ମୁଣ୍ଡଳୀ ଚେକ୍‌ ଗେଟ ନିକଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଏଭଳି ଭାବେ ମାଡ଼ ମାରିଥିଲେ । ଗତକାଲି ଚେକ୍‌ ଗେଟ୍‌ରେ…