୬ ଏମ୍ସରେ ନଗଦ ବିହୀନ ଚିକିତ୍ସା ସୁବିଧା
ଭୁବନେଶ୍ବର : ଏମ୍ସ ଭୁବନେଶ୍ବର ସମେତ ଏମ୍ସ ଭୋପାଳ, ପାଟଣା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ନଗଦ ବିହୀନ ଚିକିତ୍ସା ସୁବିଧା ମିଳିପାରିବ। ଏଥିପାଇଁ ୬ଟି ଏମ୍ସ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।…
