ରେସଲରଙ୍କୁ ଖାପ୍ ପଞ୍ଚାୟତ ଦେଲା ସମର୍ଥନ, ୨୧ ସୁଦ୍ଧା ବ୍ରିଜ ଭୂଷଣଙ୍କ ଗିରଫ ଦାବି
ଖାପ ପଞ୍ଚାୟତ ନେତାମାନେ ରବିବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନେ ଜାରି ରଖିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏଥିସହ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି…
