May 2023

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ହେବ କାଳବୈଶାଖୀ; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପର ଦେଇ ସମୁଦ୍ର ପତନଠାରୁ ୯ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଛତିଶଗଡ଼ ଛପରେ ଘୂର୍ଣ୍ଣିବଳୟ ପ୍ରବାହିତ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ…

ରାଇରଙ୍ଗପୁର ମାଟି ଆଜି ମୋତେ ଶୀର୍ଷ ସ୍ଥାନରେ ପହଞ୍ଚାଇଛି : ରାଷ୍ଟ୍ରପତି

ନିଜ ମାଟିରେ ନିଜ ଅଞ୍ଚଳ ଲୋକଙ୍କ ଭିତରେ ଖୁବ୍‌ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜୀବନୀ ବିଷୟରେ କହିଲେ । ବାପା ମା’ଙ୍କୁ କୃତଜ୍ଞତା ଜଣାଇଲେ । କାରଣ ସେମାନେ ନିଜେ ପାଠ ପଢ଼ି ନଥିଲେ ମଧ୍ୟ…

କନେଷ୍ଟବଳ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଠକ ଗିରଫ

ଭୁବନେଶ୍ୱର : ପୋଲିସରେ ନିଯୁକ୍ତି ନାଁରେ ଠକେଇ । କନେଷ୍ଟବଳ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇ ଟଙ୍କାରେ ଦାମୀ ଗାଡି ଓ ବାଇକ କିଣି ଅୟସ କରୁଥିଲା ଅଭିଯୁକ୍ତ । ଏହି ଘଟଣାରେ ମୟୂରଭଞ୍ଜ…

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ ଅପରାଜିତାଙ୍କ ଚିଠି

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ…

ସାମୁଦ୍ରିକ ବାତ୍ୟା ‘ମୋଚା’ ର ଗତିପଥ ଏବେ ବି ଅସ୍ପଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ହିଂସାକୁ ନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ l ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଝାରସୁଗୁଡା ନୀତିମାଳ ଗାଁ ପାଇକାରା ଗ୍ରାମପଞ୍ଚାୟତରେ ବିଧାୟିକା କୁସୁମ ଟେଟେଙ୍କୁ ଆକ୍ରମଣ କରାଯାଇଛି,…

ମୁଗ ଭାଗବଣ୍ଟାକୁ ନେଇ ପୁଅ-ବୋହୂଙ୍କୁ ହାଣି ଦେଲେ

ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା।…

ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ

ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅମରଜିତ ସାହୁ ଓ ମନୋଜ ସାମସୀ। ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ(୩୦) ଓ ମନୋଜ ସାମସୀ(୩୫) ପଡ଼ୋଶୀ…

ରାଜଧାନୀରୁ କଫସିରଫ ଜବତ ଘଟଣା: ଏମଏସ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।…

ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି…