ଯୁଦ୍ଧ ସ୍ଥିତି ନେଇ ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ-ପୁଟିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଂଗରେ କଥା ହେଲେ ଦୁଇ ସୁପର ପାୱାର ।  ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ରୁଷ ଏବଂ…

ମଧ୍ୟପ୍ରାଚ୍ୟରେ ଫସିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ : ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଆଙ୍କୁ ଫେରେଇ ଆଣ। ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଥିବାବେଳେ ଏହା ଅଧିକ ତୀବ୍ର ହେବାରେ ଲାଗିଛି।…

କଳା ପଥର ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିରୁ କଳା ପଥର ଲୁଟ୍ ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ଘଟିଛି। ମୃତକ ଜେନାପୁର ଥାନା ଅନ୍ତର୍ଗତ କାମାଗଡ ଗାଁର ପଙ୍କଜ ଭୂୟାଁ ବୋଲି ଜଣାପଡ଼ିଛି। ଆଜି…

ଦୁଇ ବାଇକ୍ ମୁହାଁମୁହିଁ: ୩ ମୃତ , ଜଣେ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ଢ଼ାବା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ତୁରନ୍ତ…

ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ, ଉଦ୍ଧାର କରିବାକୁ ସରକାରଙ୍କୁ ପରିବାରର ନିବେଦନ

ପୁରୀ : ପୁରୀରେ ଲଭ୍ ଜିହାଦ। ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ । ଶ୍ରୀକ୍ଷେତ୍ରରେ କାନ୍ଦୁଛି ଝିଅର ମାଆ। ଝିଅକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାରର ନିବେଦନ ।  ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ…

କାଠଯୋଡି ପଠାରେ ପ୍ରଚଣ୍ଡ ଶବ୍ଦ, ଲୋକେ ଛାନିଆଁ

କଟକ : କଟକ ଗୋପାଳପୁର ବଢ଼େଇ ସାହି ନିକଟ କାଠଯୋଡି ନଦୀ ପଠାରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା…

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଭୁବନେଶ୍ୱର  : ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍ ସେବା…

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ପ୍ରଭାବରେ ଇନ୍ଧନ ଗ୍ୟାସର ଅଭାବ, ଆଗକୁ ବନ୍ଦ ହେବ ହୋଟେଲ ଓ ରେଷ୍ଟୁରାଣ୍ଟ !

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ ।  ବର୍ତ୍ତମାନ ପ୍ରାୟ ୨୦…

ପୋଖରୀରେ ବୁଡ଼ି ୨ ଭାଇ ମୃତ

କେନ୍ଦୁଝର : କେନ୍ଦୁଝର ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।  ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇଙ୍କ ସଲିଳ ସମାଧି ।  କେନ୍ଦୁଝର ସଦର ଥାନା ରାଇସୁଆଁ…

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି…