କୋର୍ଟ ଆଗରେ ଯୁବକଙ୍କୁ ହତ୍ୟା
ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ । ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ । …
ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ । ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ । …
କଟକ : CRPF ଯବାନଙ୍କ ସଂଦେହଜନକ ମୃତ୍ୟୁ । ମୃତକ ହେଲେ CRPF ହାବିଲଦାର ଦୀତିକୃଷ୍ଣ ପଣ୍ଡା । ତାଙ୍କ କଟକ ସ୍ଥିତ ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ । ନିକଟରେ ଛୁଟିରେ…
କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ…
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା । ୨ ସେଟ ନାମାଙ୍କନପତ୍ର ଦାଖଲ କଲେ ଡ. ସଂତୃପ୍ତ ମିଶ୍ର । ତୃତୀୟ ଆସନ ପାଇଁ ବିଜେଡି ତରଫରୁ…
ଭୁବନେଶ୍ୱର : ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ଜୀବନର କୌଣସି ପରିସ୍ଥିତିରେ ସେ ସାଲିସ୍ କରି ନଥିଲେ। ବିଜୁବାବୁ ଓଡିଶା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ଯାହା ଅଧୁରା ରହିଛି ସେ…
କନ୍ଧମାଳ: ରଙ୍ଗ ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ । କେଉଁଠି ସଡ଼କ ଦୁର୍ଘଟଣା ତ କେଉଁଠି ଗାଧୋଇବା ବେଳେ ଅଘଟଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦୁଲି ଛକ ନିକଟରେ ଦୁର୍ଘଟଣାରେ…
(‘ତ୍ରିନେତ୍ର’ ସଂପାଦକ ନିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ) କଟକ : ସିଲଭର ସିଟି କଟକର ଚାଉଳିଆଗଞ୍ଜ ଥାନା ଏବେ ଅପରାଧୀଙ୍କ ପାଇଁ ନୁହେଁ, ବରଂ ଜଣେ 'ରସିକ' ଥାନାବାବୁଙ୍କ ରଙ୍ଗୀନ ମିଜାଜ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣାଯାଉଛି, ଥାନା…
ନୂଆଦିଲ୍ଲୀ: ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ । ପ୍ରଥମେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପାଇଁ ଫେଲ୍ ମାରିଥିଲା, ଆଉ ଏବେ ଇରାନ କ୍ଷେତ୍ରରେ ବି ବିଫଳ ହେଲା । ଚୀନର…
କେରଳ : ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କର ଦେହାନ୍ତ ହୋଇଛି । କେରଳ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ…
ବେଙ୍ଗାଲୁରୁ : ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଦୁବାଇରେ ଫସି ରହିବା ପରେ ବେଙ୍ଗାଲୁରୁ ସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ତେବେ ଏହି ସଂକଟ…